Maagojabayani mandir kendrapara : କାନ୍ଦି କାନ୍ଦି ମାଆ ମୋର ଆଖି ଲୁହ ଶୁଖିଲା Podcast Por BhaktiAnandaOdiaTV official arte de portada

Maagojabayani mandir kendrapara : କାନ୍ଦି କାନ୍ଦି ମାଆ ମୋର ଆଖି ଲୁହ ଶୁଖିଲା

Maagojabayani mandir kendrapara : କାନ୍ଦି କାନ୍ଦି ମାଆ ମୋର ଆଖି ଲୁହ ଶୁଖିଲା

De: BhaktiAnandaOdiaTV official
Escúchala gratis

Acerca de esta escucha

Maa gojabayani temple #maagojabayani #gojabayanitemple #odiabhaktikatha #gojabayanistory କାନ୍ଦି କାନ୍ଦି ମାଆ ମୋର ଆଖି ଲୁହ ଶୁଖିଲା ମୋ ଡାକ କି ବାୟାଣୀ ତୋତେ ନ ଶୁଭିଲା ଏକୋଇଶ ଦିନ ହେଲା ଆସିଲି ତୋ ଶରଣ ତଣ୍ଟି ଶୁଖି ଅଠା ହେଲା କରି ତୋର ଜଣାଣ ପାଷାଣ ହେଲୁକି ମା, ଏଡିକି ତୁ ନିଷ୍ଟୁର ଘରେ ଛାଡ଼ି ଆସିଛି ମୁଁ ମୋ ବାଳୁତ କୁମର କାନ୍ଦୁଥିବ ଆକୁଳେ ସେ ଖୋଜି ତାର ମାକୁ ତା, ଡାକ କି ଶୁଭୁ ନାହିଁ ମୋ ବାୟାଣୀ ମାଆକୁ ସନ୍ତାନ ବତ୍ସlଳା ପରା ଅଟୁ ମା, ବାୟାଣୀ ହୁଅ ମା ପ୍ରଶନ୍ନ ଆଜି କରୁଛି ଦୟିନୀ ରାତି ରାତି ବିତିଗଲା ଚାହିଁ ତୁମ ଚରଣ କେଉଁ ଅପରାଧେ ମା, ନମିଳେ ତୋ ଦର୍ଶନ ଦୋଷ ଥିଲେ କ୍ଷେମା କର ଧରୁଛି ତୋ ଚରଣ ପୂଜା ବିଧି। ଜାଣେ ନାହିଁ ମୁଁହି ଦୀନ ଅଜ୍ଞାନBhaktiAnandaOdiaTV official
Episodios
Todavía no hay opiniones